ଏମଭି ଦେବୀର ମୁକ୍ତ ପାଇଁ ୧୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି  ଛାଡ଼ କଲେ ହାଇକୋର୍ଟ

Odisha High Court: ଅନ୍ୟ ଏକ ସର୍ତ୍ତର ସଂଶୋଧନ କରି ଜଷ୍ଟିସ ମହାପାତ୍ର ୧୦୦ କୋଟି ଟଙ୍କାର କ୍ଷତିପୂରଣ ବଣ୍ଡ ରାଶିକୁ ୭୫ କୋଟି ଟଙ୍କାକୁ ହ୍ରାସ କରିଛନ୍ତି। ପାରାଦୀପ ବନ୍ଦରରୁ ୨୨୦ କୋଟି ଟଙ୍କାର କୋକେନ୍ ଜବତ ହେବା ପରେ ୨୦୨୩ ଡିସେମ୍ବର ପହିଲାରୁ ପାରାଦୀପ ବନ୍ଦରରେ ଅଟକ ଥିବା ମାଲବାହୀ ଜାହାଜ ଏମଭି ଦେବୀର ମୁକ୍ତ ପାଇଁ ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟେନ୍ସ (ଏନଡିପିଏସ୍) ଆଇନ ଅନୁଯାୟୀ ସ୍ୱତନ୍ତ୍ର ଅଦାଲତ ଧାର୍ଯ୍ୟ କରିଥିବା … Continue reading ଏମଭି ଦେବୀର ମୁକ୍ତ ପାଇଁ ୧୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି  ଛାଡ଼ କଲେ ହାଇକୋର୍ଟ