Odisha has 1.78L pending applications for PwD IDs ।। ଓଡ଼ିଶାରେ ୧.୭୮ ଲକ୍ଷ ଆବେଦନକାରୀ ଭିନ୍ନକ୍ଷମ ପରିଚୟପତ୍ର ପାଇବାରୁ ବଞ୍ଚିତ!

ଓଡ଼ିଶା ଦେଶରେ ତୃତୀୟ ସର୍ବାଧିକ ରାଜ୍ୟ ହୋଇଛି, ଯେଉଁଠି ଅନନ୍ୟ ଅକ୍ଷମତା ପରିଚୟପତ୍ର (ବା ସ୍ୱାଭଲମ୍ବନ କାର୍ଡ) ପାଇଁ ଆବେଦନ ପତ୍ର ପାଇବାରୁ ବଞ୍ଚିତ ହେଉଛି, ଯାହା ଦିବ୍ୟାଙ୍ଗମାନଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ କରୁଛି। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଅନୁଯାୟୀ, ସାରା ଦେଶରେ ଏହି ପରିଚୟ ପତ୍ର ପାଇଁ ପ୍ରାୟ ୧.୪୭ କୋଟି ଆବେଦନ ବିଚାରାଧୀନ ରହିଥିବା ବେଳେ ଓଡ଼ିଶା ଏପର୍ଯ୍ୟନ୍ତ ୧ ଲକ୍ଷ ୭୮ହଜାର ୬୨୮ ଆବେଦନର ପ୍ରକ୍ରିୟାକରଣ କରିନାହିଁ। ଏହା ଉତ୍ତର … Continue reading Odisha has 1.78L pending applications for PwD IDs ।। ଓଡ଼ିଶାରେ ୧.୭୮ ଲକ୍ଷ ଆବେଦନକାରୀ ଭିନ୍ନକ୍ଷମ ପରିଚୟପତ୍ର ପାଇବାରୁ ବଞ୍ଚିତ!