ପିଏମ୍ ଆବାସ ଭଳି ଅନ୍ତ୍ୟୋଦୟ ଯୋଜନାରେ ହିତାଧିକାରୀଙ୍କୁ ଘର ଯୋଗାଇ ଦେବେ ରାଜ୍ୟ ସରକାର

Antyodaya Gruha Yojana: ପିଏମ୍ ଆବାସ ଭଳି ଅନ୍ତ୍ୟୋଦୟ ଯୋଜନାରେ ଘର ନିର୍ମାଣ ହେବ । ଅନ୍ତ୍ୟୋଦୟ ଯୋଜନାରେ ଘର ନିର୍ମାଣ ଲାଗି ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା । ଯୋଜନାରେ ଅନୁନ୍ୟ ୨ ଲକ୍ଷ ୨୫ ହଜାର ନୂତନ ପକ୍କା ଘର ଆସନ୍ତା ୩ ବର୍ଷରେ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ପଡ଼ୁଥିବା ଯୋଗ୍ୟ ଲୋକଙ୍କୁ ମିଳିବ ପକ୍କା ଘର। … Continue reading ପିଏମ୍ ଆବାସ ଭଳି ଅନ୍ତ୍ୟୋଦୟ ଯୋଜନାରେ ହିତାଧିକାରୀଙ୍କୁ ଘର ଯୋଗାଇ ଦେବେ ରାଜ୍ୟ ସରକାର