ଝିଅଙ୍କୁ ମାଗଣାରେ ବାହା କରାଇବେ ସରକାର

ଏଣିକି ଗରିବ ଘରେ ଝିଅ ବାହାଘର ଚିନ୍ତା ରହିବ ନାହିଁ। ସରକାର ଏହି ବାହାଘର ଖର୍ଚ୍ଚ ଉଠାଇବେ। ଖାଲି ସେତିକି ନୁହେଁ ବାହାଘର ପରେ ଉପହାର ବି ସରକାର ଦେବେ। ଏଥିଲାଗି ସରକାର ୧୨ କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା କରିଛନ୍ତି। ମୋହନ ମାଝୀଙ୍କ ଦ୍ୱିତୀୟ ବଜେଟରେ ସାମାଜିକ ମଙ୍ଗଳର ଏକ ନୂତନ ଦିଗ ଉନ୍ମୋଚିତ ହୋଇଛି। ବଜେଟ୍‍ ଘୋଷଣାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଗରିବ ଲୋକଙ୍କ ପାଇଁ ଗଣବିବାହ ଆୟୋଜନ କରିବେ। ଏଥିରେ ବିବାହ କରିପାରୁନଥିବା … Continue reading ଝିଅଙ୍କୁ ମାଗଣାରେ ବାହା କରାଇବେ ସରକାର