Odisha govt to beef up security at tourist spots।। ଗୋପାଳପୁର ଘଟଣା ପରେ ଚେତିଲେ ସରକାର! ‘ଲଭର୍ସ’ ପଏଣ୍ଟରେ ହେବ କଡ଼ା ସୁରକ୍ଷା ବ୍ୟବସ୍ଥା

ଗୋପାଳପୁର ବେଳାଭୂମିରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ମାମଲାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଏବେ ଓଡ଼ିଶା ସରକାର ରାଜ୍ୟର ସମସ୍ତ ଜଣାଶୁଣା ‘ଲଭର୍ସ’ ପଏଣ୍ଟଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଏହାସହ ସମସ୍ତ ପର୍ଯ୍ୟଟନସ୍ଥଳୀରେ ମଧ୍ୟ ସୁରକ୍ଷା କଡାକଡି କରାଯିବ। ପ୍ରଶାସନ ସୂଚିତ କରିଛି ଯେ, ଏହି ଯୋଜନାଗୁଡ଼ିକ ପୂର୍ଣ୍ଣାଙ୍ଗ କରିବା ପାଇଁ ଜୋରଦାର ପ୍ରୟାସ ଚାଲିଛି, ବିଶେଷକରି ଗୋପାଳପୁର ଘଟଣା ପରେ ନିର୍ଜନ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାର … Continue reading Odisha govt to beef up security at tourist spots।। ଗୋପାଳପୁର ଘଟଣା ପରେ ଚେତିଲେ ସରକାର! ‘ଲଭର୍ସ’ ପଏଣ୍ଟରେ ହେବ କଡ଼ା ସୁରକ୍ଷା ବ୍ୟବସ୍ଥା