Odisha govt to appoint Sishu Sevikas ।। ଶିଶୁବାଟିକାରେ ନିଯୁକ୍ତ ହେବେ ‘ଶିଶୁ ସେବିକା’, ଶିକ୍ଷକଙ୍କ ଉପରୁ କମିବ ଅଣ-ଶିକ୍ଷା କାର୍ଯ୍ୟ ବୋଝ

ହାଲୁକା ହେବ ଶିକ୍ଷକଙ୍କ ଅଣ-ଶିକ୍ଷା କାର୍ଯ୍ୟ ବୋଝ। ରାଜ୍ୟର ଶିଶୁବାଟିକାଗୁଡ଼ିକରେ ନିଯୁକ୍ତ ହେବେ ‘ଶିଶୁ ସେବିକା’। ଶିଶୁ ସେବିକା ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି । ଏହି ଶିଶୁ ସେବିକାମାନେ ଶିଶୁବାଟିକାର ଛୋଟ ପିଲାମାନଙ୍କୁ ସହାୟତା ଯୋଗାଇଦେବା ସହିତ ଶିକ୍ଷକମାନଙ୍କ ଉପରେ ରହୁଥିବା ଅଣଶିକ୍ଷା କାର୍ଯ୍ୟର ବୋଝ ହାଲ୍‍କା କରିବାରେ ସହାୟକ ହେବେ । ସେମାନେ ପିଲାଙ୍କ ହାତଧୂଆ, ଖାଇବା, ଟଏଲେଟ୍‌ ଯିବାରେ ସହଯୋଗ କରିବେ । ପିଲା କାନ୍ଦିଲେ … Continue reading Odisha govt to appoint Sishu Sevikas ।। ଶିଶୁବାଟିକାରେ ନିଯୁକ୍ତ ହେବେ ‘ଶିଶୁ ସେବିକା’, ଶିକ୍ଷକଙ୍କ ଉପରୁ କମିବ ଅଣ-ଶିକ୍ଷା କାର୍ଯ୍ୟ ବୋଝ