ମନ୍ତ୍ରୀ କୃଷ୍ଣଚନ୍ଦ୍ର ଧୂଆଁ କରିଦେଲ ୬ କୋଟି
ରାଜ୍ୟ ସରକାର ବିଭିନ୍ନ ପୌରାଞ୍ଚଳରେ ମଶାଙ୍କ ସହ ଲଢ଼ିବାକୁ ଗତ ୯ ମାସରେ ୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଅର୍ଥ କେବଳ ମଶା ତେଲ କିଣାରେ ମୋହନ ମାଝିଙ୍କ ସରକାର ଖର୍ଚ୍ଚ କରିଛନ୍ତି। ପୁଣି କିଛି ପୌରାଞ୍ଚଳରେ ମଶା ତେଲ ଓଡ଼ିଶା ଔଷଧ ନିଗମ ବା ସମ୍ପୃକ୍ତ ସିଡିଏମ୍ଓ କିଣିଥାଆନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି। ଦିନକୁ ଦିନ ମଶା ପ୍ରାଦୂର୍ଭାବ ବଢ଼ିବାରେ ଲାଗିଛି। କେବଳ ଭୁବନେଶ୍ୱର ମହାନିଗର … Continue reading ମନ୍ତ୍ରୀ କୃଷ୍ଣଚନ୍ଦ୍ର ଧୂଆଁ କରିଦେଲ ୬ କୋଟି
Copy and paste this URL into your WordPress site to embed
Copy and paste this code into your site to embed