ଜାତୀୟ ଶିକ୍ଷା ନୀତି ଅଧୀନରେ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ବୟସ ମାନଦଣ୍ଡ ଧାର୍ଯ୍ୟ କଲେ ରାଜ୍ୟ ସରକାର

Class 1 admission: ଶିକ୍ଷାବିତ୍ ଓ ବିଶେଷଜ୍ଞଙ୍କ ସହ ବ୍ୟାପକ ଆଲୋଚନା ପରେ ଓଡ଼ିଶା ସରକାର ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନୁଯାୟୀ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ସର୍ବନିମ୍ନ ବୟସ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରୀୟ ଶିକ୍ଷାଗତ ମାନଦଣ୍ଡ ସହିତ ସମନ୍ୱିତ ହୋଇ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଏବଂ ଗଠନମୂଳକ ଶୈକ୍ଷିକ ବିକାଶସୁନିଶ୍ଚିତ କରିବା । ଓଡ଼ିଶାରେ ୨୦୨୫-୨୬ ଶିକ୍ଷାବର୍ଷରୁ ଏନଇପି … Continue reading ଜାତୀୟ ଶିକ୍ଷା ନୀତି ଅଧୀନରେ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ବୟସ ମାନଦଣ୍ଡ ଧାର୍ଯ୍ୟ କଲେ ରାଜ୍ୟ ସରକାର