ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ୩ଟି ଅନୁଷ୍ଠାନ ସହ ଚୁକ୍ତି

ଜଳବାୟୁ ପରିବର୍ତ୍ତନର ମୁକାବିଲା, ସ୍ଥାୟୀ ଜୀବିକାକୁ ସମର୍ଥନ କରିବା ଏବଂ ରାଜ୍ୟର ଜୈବ ବିବିଧତା ଏବଂ ଉପକୂଳ ଇକୋସିଷ୍ଟମର ସୁରକ୍ଷା ପାଇଁ ଓଡ଼ିଶା ସରକାର ଆଇଆଇଟି ଭୁବନେଶ୍ୱର, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‍ସି) ଏବଂ ଶକ୍ତି, ପରିବେଶ ଏବଂ ଜଳ ପରିଷଦ (ସିଇଇଡବ୍ଲ୍ୟୁ) ସହିତ ବୁଧବାର ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ଉପସ୍ଥିତିରେ ଅନୁଷ୍ଠାନଗୁଡ଼ିକ ସହ ଦୁଇଟି ବୁଝାମଣାପତ୍ର ଓ … Continue reading ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ୩ଟି ଅନୁଷ୍ଠାନ ସହ ଚୁକ୍ତି