୩ ଜିଲ୍ଲା ପାଇଁ ୪୪,୭୯୩ କୋଟି ଟଙ୍କାର ୫ଟି ପରିବର୍ତ୍ତନଶୀଳ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର
ରାଜ୍ୟରେ ୨୩,୦୦୫ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଥିବା ୫ଟି ପରିବର୍ତ୍ତନଶୀଳ ଶିଳ୍ପ ପ୍ରକଳ୍ପରେ ୪୪,୭୯୩.୦୩ କୋଟି ଟଙ୍କାର ପୁଞ୍ଜିନିବେଶକୁ ଓଡ଼ିଶା ସରକାର ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୩୮ତମ ଉଚ୍ଚସ୍ତରୀୟ ମଞ୍ଜୁରୀ ପ୍ରାଧିକରଣ (ଏଚ୍ ଏଲ୍ ସିଏ) ବୈଠକରେ ରିଫାଇନାରି ଓ ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି ଉପକରଣ, ବାୟୋଟେକ୍ନୋଲୋଜି, ଇସ୍ପାତ ଓ ରସାୟନ ଆଦି କ୍ଷେତ୍ରରେ ଥିବା ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏହି ପୁଞ୍ଜିନିବେଶ ୨୩,୦୦୫ ରୁ … Continue reading ୩ ଜିଲ୍ଲା ପାଇଁ ୪୪,୭୯୩ କୋଟି ଟଙ୍କାର ୫ଟି ପରିବର୍ତ୍ତନଶୀଳ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର
Copy and paste this URL into your WordPress site to embed
Copy and paste this code into your site to embed