ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ମହାକୁମ୍ଭ ମେଳା ପାଇଁ ସ୍ଵତନ୍ତ୍ର ବସ୍ ଚଳାଚଳ ବାତିଲ କଲେ ରାଜ୍ୟ ସରକାର

Maha Kumbh: ମହାକୁମ୍ଭ ମେଳା ପାଇଁ ସ୍ୱତନ୍ତ୍ର ବସ୍ ସେବାକୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ବାତିଲ କରିଛନ୍ତି ଓଡ଼ିଶା ସରକାର। ବିଜ୍ଞପ୍ତିରେ କୁହାଯାଇଛି ଯେ, ଅନିବାର୍ଯ୍ୟ ପରିସ୍ଥିତି ଯୋଗୁଁ ମହାକୁମ୍ଭ ମେଳା ପାଇଁ ଅଯୋଧ୍ୟାକୁ ସ୍ୱତନ୍ତ୍ର ବସ୍ ସେବା ଫେବ୍ରୁଆରି ୪ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଏହା ସହ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏବଂ ୱେବସାଇଟରେ ଜନସାଧାରଣଙ୍କ ସହ ଅଧିକ ଅପଡେଟ୍ ସେୟାର କରାଯିବ ବୋଲି କୁହାଯାଇଛି । ପୂର୍ବରୁ ଫେବୃଆରୀ ୨୬ … Continue reading ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ମହାକୁମ୍ଭ ମେଳା ପାଇଁ ସ୍ଵତନ୍ତ୍ର ବସ୍ ଚଳାଚଳ ବାତିଲ କଲେ ରାଜ୍ୟ ସରକାର