Odisha Govt Approves 17 industrial projects in 11 districts ।। ୧୧ ଜିଲ୍ଲାର ୧୭ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ, ହେବ ୩୮୭୮.୮୬ କୋଟିର ପୁଞ୍ଜି ନିବେଶ

ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବସିଥିବା ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ୩,୮୭୮.୮୬ କୋଟି ଟଙ୍କାର ୧୭ଟି ପ୍ରକଳ୍ପରେ ନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ୧୧ଟି ଜିଲ୍ଲାରେ ୧୦,୫୮୪ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ୍‌ୱିଣ୍ଡୋ ବୈଠକରେ ପ୍ଲାଷ୍ଟିକ୍‌, ଟେକ୍ସଟାଇଲ୍‌, ଇଲୋକ୍ଟ୍ରୋ ନିକ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ଅକ୍ଷୟ ଶକ୍ତି, … Continue reading Odisha Govt Approves 17 industrial projects in 11 districts ।। ୧୧ ଜିଲ୍ଲାର ୧୭ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ, ହେବ ୩୮୭୮.୮୬ କୋଟିର ପୁଞ୍ଜି ନିବେଶ