ହ୍ୱାଟ୍ସଆପରେ ଯୋଡ଼ି ହେଲେ ଓଡ଼ିଶା ସରକାର

WhatsApp: ଏହା କରିବାରେ ଦେଶର ତୃତୀୟ ରାଜ୍ୟ ହେଲା ଓଡ଼ିଶା ଓଡ଼ିଶା ସରକାର ଓ ମେଟା ଇଣ୍ଡିଆ ମିଳିତ ଭାବେ ଶୁକ୍ରବାର ଏକ ୟୁନିଫାଏଡ୍ ହ୍ଵାଟ୍ସଆପ୍ ଚାଟ୍‌ବଟ୍‌ର ଶୁଭାରମ୍ଭ କରିଛନ୍ତି, ଯାହା ରାଜ୍ୟର ୪୫ ନିୟୁତରୁ ଅଧିକ ଲୋକଙ୍କୁ ସମୟ କ୍ରମେ ସମସ୍ତ ସରକାରୀ ସେବା  ପ୍ରଦାନ କରିବ। ଏହି ଚାଟ୍‌ବଟ୍‌  ଜରିଆରେ ନାଗରିକମାନେ ଗୋଟିଏ ହ୍ୱାଟ୍ସଆପ୍ ନମ୍ବର ଜରିଆରେ ଜନ୍ମ ଓ ଆୟ ପ୍ରମାଣପତ୍ର ପାଇବା, ଡ୍ରାଇଭିଂ ଓ ସାର ଲାଇସେନ୍ସ ପାଇଁ ଆବେଦନ କରିବା … Continue reading ହ୍ୱାଟ୍ସଆପରେ ଯୋଡ଼ି ହେଲେ ଓଡ଼ିଶା ସରକାର