କୁମ୍ଭମେଳା ୨୦୨୫ ରେ ୟୁପିକୁ ସ୍ୱତନ୍ତ୍ର ଓଏସଆରଟିସି ବସ ଚଳାଚଳ କରିବେ ଓଡ଼ିଶା ସରକାର
ଆଗାମୀ ମହାକୁମ୍ଭ-୨୦୨୫ ରେ ଓଡ଼ିଶା ସରକାର ରାଜ୍ୟର ବିଭିନ୍ନ ସ୍ଥାନରୁ ଉତ୍ତରପ୍ରଦେଶକୁ ପ୍ରିମିୟମ୍ ବସ୍ ଚଳାଚଳ କରିବେ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ୟୁପିରେ ହେବାକୁ ଥିବା ଏହି ବିଶାଳ ଧାର୍ମିକ କାର୍ଯ୍ୟକ୍ରମରେ ରାଜ୍ୟରୁ ତୀର୍ଥଯାତ୍ରୀଙ୍କ ସୁରକ୍ଷିତ ଏବଂ ଅସୁବିଧାମୁକ୍ତ ଯାତ୍ରା ପାଇଁ ବସ୍ ସେବା ପ୍ରଦାନ କରିବ। ଜାନୁଆରୀ ୧୩ରୁ ଫେବ୍ରୁଆରି ୨୬ ମଧ୍ୟରେ ପୁରୀ, ସମ୍ବଲପୁର, ଭବାନୀପାଟଣା ଓ ବ୍ରହ୍ମପୁରରୁ ଅଯୋଧ୍ୟାକୁ ଏହି ହାଇଏଣ୍ଡ … Continue reading କୁମ୍ଭମେଳା ୨୦୨୫ ରେ ୟୁପିକୁ ସ୍ୱତନ୍ତ୍ର ଓଏସଆରଟିସି ବସ ଚଳାଚଳ କରିବେ ଓଡ଼ିଶା ସରକାର
Copy and paste this URL into your WordPress site to embed
Copy and paste this code into your site to embed