Odisha government to fill up 26,000 posts soon ।। ଖୁବ୍‌ଶୀଘ୍ର ୨୬,୦୦୦ ପଦବୀ ପୂରଣ କରିବେ ଓଡ଼ିଶା ସରକାର

ରାଜ୍ୟରେ ବେକାରୀ ସମସ୍ୟା ଦୂର କରିବା ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶା ସରକାର । ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ଦିଗରେ ଆଉ ଏକ ପଦକ୍ଷେପ ନେଇ ରାଜ୍ୟ ସରକାର ଖୁବ୍ ଶୀଘ୍ର ସିଧାସଳଖ ନିଯୁକ୍ତି ମାଧ୍ୟମରେ ବିଭିନ୍ନ ବିଭାଗରେ ୨୫,୯୫୩ ମୌଳିକ ସ୍ତରର ଖାଲି ପଦବୀ ପୂରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣା ଅନୁଯାୟୀ, ଦୁଇ ବର୍ଷ ମଧ୍ୟରେ ୬୫,୦୦୦ ପଦବୀ ପୂରଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା, ଯାହା … Continue reading Odisha government to fill up 26,000 posts soon ।। ଖୁବ୍‌ଶୀଘ୍ର ୨୬,୦୦୦ ପଦବୀ ପୂରଣ କରିବେ ଓଡ଼ିଶା ସରକାର