ରାଜ୍ୟରେ ଔଷଧ ହବ୍ ପ୍ରତିଷ୍ଠା କରିବେ ରାଜ୍ୟ ସରକାର

Pharmaceutical hub in state:ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସେଲ୍ ରାଜ୍ୟ ଓ ସମ୍ଭାବ୍ୟ ନିବେଶକଙ୍କ ମଧ୍ୟରେ ସେତୁଭାବେ କାର୍ଯ୍ୟ କରିବ, ସହଯୋଗକୁ ସୁଗମ କରିବ ଏବଂ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବ।ଧାତୁ, ଖଣିଜ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପରେ ଓଡ଼ିଶା ଏବେ ଏକ ଔଷଧ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ପ୍ରସ୍ତୁତ ହେଉଛି, ଯାହା ରାଜ୍ୟରେ ନିଯୁକ୍ତି ସୃଷ୍ଟି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ଗେମ୍ ଚେଞ୍ଜର ହୋଇପାରିବ। ମେଗା ଇନଭେଷ୍ଟମେଣ୍ଟ … Continue reading ରାଜ୍ୟରେ ଔଷଧ ହବ୍ ପ୍ରତିଷ୍ଠା କରିବେ ରାଜ୍ୟ ସରକାର