ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସଚିବଙ୍କ ଆର୍ଥିକ କ୍ଷମତା ବଢିଲା

Odisha: ଫାଇନାନ୍ସିଆଲ ପାୱାର ରୁଲ୍ସ, ୧୯୭୮ରେ ହୋଇଥିବା ସଂଶୋଧନ ଅନୁଯାୟୀ ସାମଗ୍ରୀ, କନସଲଟାନ୍ସି ଓ ଆଉଟସୋର୍ସିଂ ସେବା ବାବଦରେ ଖର୍ଚ୍ଚ ପାଇଁ ୧୦୦ କୋଟି ଟଙ୍କା ଲେଖାଏଁ ମଞ୍ଜୁର କରିପାରିବେ ମୁଖ୍ୟମନ୍ତ୍ରୀ। ଅଧିକ ଦକ୍ଷତା ଓ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସଚିବ ଓ ବିଭାଗୀୟ ମୁଖ୍ୟଙ୍କ ଆର୍ଥିକ କ୍ଷମତାରେ ସଂଶୋଧନ କରିଛନ୍ତି। ଫାଇନାନ୍ସିଆଲ ପାୱାର ରୁଲ୍ସ, ୧୯୭୮ରେ ହୋଇଥିବା ସଂଶୋଧନ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ସାମଗ୍ରୀ, କନସଲଟାନ୍ସି ଓ ଆଉଟସୋର୍ସିଂ ସେବା ବାବଦରେ … Continue reading ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସଚିବଙ୍କ ଆର୍ଥିକ କ୍ଷମତା ବଢିଲା