ଓଡ଼ିଶାକୁ ମିଳିଲା ୧ ବିଲିୟନ ଡଲାରର ଇନ୍ଧନ ଉତ୍ପାଦନ ପ୍ରକଳ୍ପ ପ୍ରସ୍ତାବ
ଏଚଆଇଏଫ ଗ୍ଲୋବାଲ ଇଣ୍ଡିଆ ଓଡ଼ିଶାର ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରାୟ ୧୦୦ କୋଟି ଆମେରିକୀୟ ଡଲାର ନିବେଶ କରିବାକୁ ଆଗ୍ରହୀ ।ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ବହୁରାଷ୍ଟ୍ରୀୟ କମ୍ପାନି ପକ୍ଷରୁ ଇ-ଇନ୍ଧନ ଉତ୍ପାଦନ ସମ୍ପର୍କିତ ଏକ ଉପସ୍ଥାପନାରେ ଉପମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ। ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଏଚଆଇଏଫ ଗ୍ଲୋବାଲ ଇଣ୍ଡିଆ କମ୍ପାନୀ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକା, ଚିଲି, ଉରୁଗୁଏ, ଅଷ୍ଟ୍ରେଲିଆ … Continue reading ଓଡ଼ିଶାକୁ ମିଳିଲା ୧ ବିଲିୟନ ଡଲାରର ଇନ୍ଧନ ଉତ୍ପାଦନ ପ୍ରକଳ୍ପ ପ୍ରସ୍ତାବ
Copy and paste this URL into your WordPress site to embed
Copy and paste this code into your site to embed