ଫରିଦାବାଦରେ ୩୮ତମ ସୁରଜକୁଣ୍ଡ ଅନ୍ତର୍ଜାତୀୟ ହସ୍ତଶିଳ୍ପ ମେଳା ପାଇଁ ଓଡ଼ିଶାକୁ ମନୋନୀତ
ଦିଲ୍ଲୀଠାରୁ ପ୍ରାୟ ୪୦ କିଲୋମିଟର ଦୂର ହରିୟାଣାର ଫରିଦାବାଦରେ ଫେବ୍ରୁଆରି ୭ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୩୮ତମ ସୁରଜକୁଣ୍ଡ ଅନ୍ତର୍ଜାତୀୟ କ୍ରାଫ୍ଟ ମେଳା ପାଇଁ ଓଡ଼ିଶା ଓ ମଧ୍ୟପ୍ରଦେଶକୁ ଥିମ୍ ଷ୍ଟେଟ୍ ଭାବେ ମନୋନୀତ କରାଯାଇଛି। ବିଶ୍ଵବିବିଧତାକୁ ଅନୁଭବ କରିବା ଏବଂ ସମୃଦ୍ଧ ସାଂସ୍କୃତିକ ନୃତ୍ୟ, କଳା, ହସ୍ତଶିଳ୍ପ ଓ ରୋଷେଇକୁ ଉପଭୋଗ କରିବା ପାଇଁ ଦର୍ଶକଙ୍କୁ ଆକର୍ଷିତ କରୁଥିବା ଏହି ମେଳାରେ ପ୍ରଥମ ଥର ପାଇଁ ଦୁଇଟି ଥିମ୍ ଷ୍ଟେଟ୍ ରହିଛି। ୧୭ … Continue reading ଫରିଦାବାଦରେ ୩୮ତମ ସୁରଜକୁଣ୍ଡ ଅନ୍ତର୍ଜାତୀୟ ହସ୍ତଶିଳ୍ପ ମେଳା ପାଇଁ ଓଡ଼ିଶାକୁ ମନୋନୀତ
Copy and paste this URL into your WordPress site to embed
Copy and paste this code into your site to embed