ଅଫିସର ପଦବୀ ଖାଲି– ରାଜ୍ୟରେ ଘୋର ପ୍ରଶାସନିକ ସଙ୍କଟ
ସାରାରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅମଲାତାନ୍ତ୍ରିକ ପଦବୀ ଖାଲି ପଡ଼ିଥିବାରୁ ଓଡ଼ିଶା ସରକାର ଘୋର ପ୍ରଶାସନିକ ସଙ୍କଟ ଦେଇ ଗତି କରୁଛନ୍ତି।ନିକଟରେ ଓଡ଼ିଶା ବିଧାନସଭା ଅଧିବେଶନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରଶାସନିକ ପଦବୀର ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାରେ ଏବେ ୬୭ଟି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଓ ୬୯ଟି ଭାରତୀୟ ପୁଲିସ ସେବା (ଆଇପିଏସ୍) ପଦବୀ ଖାଲି ପଡ଼ିଛି। ସେହିଭଳି ୬୯ … Continue reading ଅଫିସର ପଦବୀ ଖାଲି– ରାଜ୍ୟରେ ଘୋର ପ୍ରଶାସନିକ ସଙ୍କଟ
Copy and paste this URL into your WordPress site to embed
Copy and paste this code into your site to embed