ଗ୍ରୀଷ୍ମ ପ୍ରବାହରେ ଅତ୍ୟଧିକ ୟୁଭି ସ୍ତରର ସମ୍ମୁଖୀନ ହେଉଛି ଓଡ଼ିଶା: ଜାଣନ୍ତୁ କାରଣ ଓ ପ୍ରଭାବ
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବାବେଳେ ଭାରତୀୟ ପାଣିପାଗ ବିଭାଗ ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ସୋନପୁର ଓ ସୁନ୍ଦରଗଡ଼ ଭଳି ଅଞ୍ଚଳପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରି ଏପ୍ରିଲ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି କରିଛି। ପ୍ରଚଣ୍ଡ ତାପମାତ୍ରା ବ୍ୟତୀତ ରାଜ୍ୟରେ ଅଲଟ୍ରାଭ ୟୋଲେଟ୍ (ୟୁଭି) ସୂଚକାଙ୍କରେ ଉଦବେଗଜନକ ବୃଦ୍ଧି ଦେଖିବାକୁ ମିଳୁଛି, ଯାହା ଦୈନନ୍ଦିନ ପାଣିପାଗ ପୂର୍ବାନୁମାନର ଏକ ଅବହେଳିତ ତଥା ଗୁରୁତ୍ୱପୂର୍ଣ୍ଣ … Continue reading ଗ୍ରୀଷ୍ମ ପ୍ରବାହରେ ଅତ୍ୟଧିକ ୟୁଭି ସ୍ତରର ସମ୍ମୁଖୀନ ହେଉଛି ଓଡ଼ିଶା: ଜାଣନ୍ତୁ କାରଣ ଓ ପ୍ରଭାବ
Copy and paste this URL into your WordPress site to embed
Copy and paste this code into your site to embed