ଯୋଗ୍ୟ ରାସନ୍ କାର୍ଡ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ସମୟ ସୀମା ବଢ଼ିଲା

e-KYC: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ସମୟ ସୀମା ଜାନୁଆରି ୩୧ ପର୍ଯ୍ୟନ୍ତ ବଢ଼ିଲା। ମାତ୍ର ୮୫ ପ୍ରତିଶତ କାମ ଶେଷ ହୋଇଥିବାବେଳେ ୫୦ ଲକ୍ଷରୁ ଅଧିକ ବାକି ରହିଛି। ଏହାପରେ ସମସ୍ତ ଯୋଗ୍ୟ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ହିତାଧିକାରୀ, ଯେଉଁମାନେ ପୂର୍ବରୁ ଆବେଦନ କରିଛନ୍ତି କିମ୍ବା ଯେଉଁମାନେ ଭବିଷ୍ୟତରେ ଆବେଦନ କରିବେ ସେମାନଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରାଯିବ। ଏହାକୁ ପାଳନ କରିବାକୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅନୁରୋଧ କରିଛନ୍ତି। ରାଜ୍ୟ … Continue reading ଯୋଗ୍ୟ ରାସନ୍ କାର୍ଡ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ସମୟ ସୀମା ବଢ଼ିଲା