Odisha delegation visits Gujarat i-Hub, student startup policy to be introduced ।। ଆଇ-ହବ୍‌ ବୁଲି ଦେଖିଲେ ଓଡ଼ିଶା ପ୍ରତିନିଧି ଦଳ, ଆସିବ ଷ୍ଟୁଡେଣ୍ଟ ଷ୍ଟାର୍ଟଅପ୍ ପଲିସି

ଗୁଜରାଟ ଷ୍ଟାର୍ଟଅପ୍ ମଡେଲରେ ଓଡ଼ିଶା ଷ୍ଟାର୍ଟଅପ୍ ତଥା ଓ’ ହବ୍‌କୁ ଅଧିକ କ୍ରିୟାଶୀଳ କରାଯିବ। ଛାତ୍ରଛାତ୍ରୀଙ୍କୁ ଷ୍ଟାର୍ଟଅପ୍ ପ୍ରତି ଅଧିକ ଆକର୍ଷିତ କରାଯିବ। ପାଠପଢ଼ା ସମୟରୁ ଷ୍ଟାର୍ଟଅପ୍ ମନସ୍ତ କରାଯିବ। ଏହାକୁ ଆପଣାଇ କିପରି ଅଧିକ ରୋଜଗାରକ୍ଷମ ହୋଇପାରିବେ ସେଥି ଲାଗି ଗୁରୁତ୍ବ ଦିଆଯିବ। ଏଥି ପାଇଁ ଆଇଟିଆଇଠୁ ଆରମ୍ଭ କରି ଡିପ୍ଲୋମା, ଇଞ୍ଜିନିୟରିଂ ଓ ସାଧାରଣ ଶିକ୍ଷା ସମୟରୁ ପିଲାଙ୍କ ମଧ୍ୟରେ ଷ୍ଟାର୍ଟଅପ୍‌ର ପ୍ରଚାର ପ୍ରସାର କରାଯିବ। ଇନୋଭେସନ୍, ଇନ୍‌କ୍ୟୁବେସନ ସେଣ୍ଟରକୁ ଅଧିକ ମାତ୍ରାରେ ଗୁରୁତ୍ବ … Continue reading Odisha delegation visits Gujarat i-Hub, student startup policy to be introduced ।। ଆଇ-ହବ୍‌ ବୁଲି ଦେଖିଲେ ଓଡ଼ିଶା ପ୍ରତିନିଧି ଦଳ, ଆସିବ ଷ୍ଟୁଡେଣ୍ଟ ଷ୍ଟାର୍ଟଅପ୍ ପଲିସି