ବର୍ଷକ ମଧ୍ୟରେ ୨୬୩ଟି ବସ୍ତିକୁ ରାଜସ୍ୱ ଗ୍ରାମରେ ପରିଣତ କରିଲେ ଓଡ଼ିଶା ସରକାର
Odisha: ଓଡ଼ିଶା ସରକାର ବର୍ଷକ ମଧ୍ୟରେ ୨୬୩ଟି ବସ୍ତିକୁ ରାଜସ୍ୱ ଗ୍ରାମରେ ପରିଣତ କରିଥିବା ବେଳେ ଆଉ ୧୪୭ଟି ବସ୍ତି ପାଇଁ ନିଷ୍ପତ୍ତି ଏବେ ସମୀକ୍ଷା ଚାଲିଛି। ଏପ୍ରିଲ ସୁଦ୍ଧା ଏହି ଅଟକି ରହିଥିବା ଗ୍ରାମଗୁଡ଼ିକ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି। ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତରଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ମ୍ୟାପିଂ ଏବଂ ସୀମା ନିର୍ଦ୍ଧାରଣ ପାଇଁ ଆଧୁନିକ ଜ୍ଞାନକୌଶଳବ୍ୟବହାର କରାଯାଉଛି, … Continue reading ବର୍ଷକ ମଧ୍ୟରେ ୨୬୩ଟି ବସ୍ତିକୁ ରାଜସ୍ୱ ଗ୍ରାମରେ ପରିଣତ କରିଲେ ଓଡ଼ିଶା ସରକାର
Copy and paste this URL into your WordPress site to embed
Copy and paste this code into your site to embed