ଭୁବନେଶ୍ୱରରେ ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ, ୨୦୨୭ ଆର୍ଥିକ ବର୍ଷ ଶେଷ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱରର ଜୟଦେବ ବିହାର ଓ ନନ୍ଦନକାନନକୁ ସଂଯୋଗ କରୁଥିବା ନୂଆ ଫ୍ଲାଏ ଓଭର ଖୁବଶୀଘ୍ର ଆରମ୍ଭ ହେବ ଏବଂ ୨୦୨୭ ଆର୍ଥିକ ବର୍ଷ ସୁଦ୍ଧା ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ୱର ଜୟଦେବ ବିହାର ଓ ନନ୍ଦନକାନନକୁ ସଂଯୋଗ କରୁଥିବା ନୂଆ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ହରିଚନ୍ଦନ କହିଛନ୍ତି ଯେ ଓଭରବ୍ରିଜ୍ … Continue reading ଭୁବନେଶ୍ୱରରେ ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ, ୨୦୨୭ ଆର୍ଥିକ ବର୍ଷ ଶେଷ କରିବାକୁ ଲକ୍ଷ୍ୟ