ଲ’ କମିଶନ ଗଠନ କଲେ ରାଜ୍ୟ ସରକାର, ଜଷ୍ଟିସ ବିଶ୍ୱନାଥ ରଥ ହେଲେ ଅଧ୍ୟକ୍ଷ
State Law Commission: ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି ରାଜ୍ୟ ବିଧି ଆୟୋଗ ବା ଲ’ କମିଶନ। ଜଷ୍ଟିସ ରଥ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷଭାବେ ଏବେ କାର୍ଯ୍ୟ କରୁଛନ୍ତି। ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି ରାଜ୍ୟ ବିଧି ଆୟୋଗ ବା ଲ’ କମିଶନ। ଏନେଇ ରାଜ୍ୟ ସରକାରଙ୍କ ବିଧି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ରାଜ୍ୟପାଳଙ୍କ ଆଦେଶକ୍ରମେ ଗଠନ … Continue reading ଲ’ କମିଶନ ଗଠନ କଲେ ରାଜ୍ୟ ସରକାର, ଜଷ୍ଟିସ ବିଶ୍ୱନାଥ ରଥ ହେଲେ ଅଧ୍ୟକ୍ଷ
Copy and paste this URL into your WordPress site to embed
Copy and paste this code into your site to embed