Odisha Congress: Started with enthusiasm, ended in conflict || ଓଡ଼ିଶା କଂଗ୍ରେସ: ଉତ୍ସାହରୁ ଆରମ୍ଭ, ଅନ୍ତର୍ଦ୍ୱନ୍ଦ୍ୱରେ ସମାପ୍ତ

ଓଡ଼ିଶା ରାଜନୀତିର ଦୀର୍ଘ ଇତିହାସରେ କଂଗ୍ରେସ ଏକ ଅଜବ ସନ୍ଧିକ୍ଷଣ ଦେଇ ଗତି କରୁଛି। ୨୦୨୪ ସାଧାରଣ ନିର୍ବାଚନରେ ଲଗାତାର ଷଷ୍ଠଥର ପାଇଁ ପରାଜୟର ସ୍ୱାଦ ଚାଖିବା ପରେ ଦଳ ଯେଉଁ ‘କବନ୍ଧ’ ସଦୃଶ ଅବସ୍ଥାକୁ ଚାଲିଯାଇଥିଲା, ୨୦୨୫ର ପ୍ରାରମ୍ଭରେ ସେଥିରେ ଏକ ନୂତନ ଜୀବନ ସଞ୍ଚାର ହୋଇଥିଲା। କିନ୍ତୁ ବର୍ଷ ଶେଷ ବେଳକୁ ସେହି ପୁରୁଣା ‘ଗୋଷ୍ଠୀ କନ୍ଦଳ’ର କ୍ୟାନସର ପୁଣିଥରେ ଦଳର ଶରୀରକୁ ଗ୍ରାସ କରିବାକୁ ଆରମ୍ଭ କରିଛି। ଫଳରେ ଫେବୃଆରୀର ଯେଉଁ ଉଷ୍ମତା … Continue reading Odisha Congress: Started with enthusiasm, ended in conflict || ଓଡ଼ିଶା କଂଗ୍ରେସ: ଉତ୍ସାହରୁ ଆରମ୍ଭ, ଅନ୍ତର୍ଦ୍ୱନ୍ଦ୍ୱରେ ସମାପ୍ତ