ଶତ୍ରୁଙ୍କ ଟାର୍ଗେଟରେ ଓଡ଼ିଶା ଉପକୂଳ! || Odisha coast is the target of the enemy!

ଆଜି ଭାରତର ପ୍ରତିରକ୍ଷା କ୍ଷେତ୍ରରୁ ଏକ ବହୁତ ବଡ଼ ଏବଂ ସୁଖଦ ଖବର ସହ ଓଡ଼ିଶା ପାଇଁ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଆମ ଦେଶର ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଅର୍ଗାନାଇଜେସନ ବା ଡିଆରଡିଓ (DRDO) ଏଭଳି ଏକ ଚମତ୍କାର ଏବଂ ଐତିହାସିକ ସଫଳତା ହାସଲ କରିଛି, ଯାହା ପରେ ଭାରତ ବିଶ୍ଵର ସେହି ଅଳ୍ପ କେତେକ ପ୍ରତିଷ୍ଠିତ ଦେଶମାନଙ୍କ ତାଲିକାରେ ସାମିଲ ହୋଇଯାଇଛି ଯାହାଙ୍କ ପାଖରେ ନିଜସ୍ଵ ବାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସ ସିଷ୍ଟମ୍ (Ballistic … Continue reading ଶତ୍ରୁଙ୍କ ଟାର୍ଗେଟରେ ଓଡ଼ିଶା ଉପକୂଳ! || Odisha coast is the target of the enemy!