Odisha CM Mohan Majhi Launches ‘Ama Shasana’ Feedback Platform ।। ରାଜ୍ୟରେ ଶୁଭାରମ୍ଭ ହେଲା ‘ଆମ ଶାସନ’, ଅଧିକାରୀଙ୍କ ବିଷୟରେ ମତ ଦେବେ ଜନତା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦିନ ‘ଆମ ଶାସନ’ର ଶୁଭାରମ୍ଭ କରିଛନ୍ତି, ଯାହା ଜନସାଧାରଣଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରି ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏକ ନାଗରିକ ମତାମତ ଗ୍ରହଣ ପଦକ୍ଷେପ। ଏହାଦ୍ବାରା ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ଲୋକଙ୍କ ଠାରୁ ମତାମତ ସଂଗ୍ରହ କରାଯିବ । ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ … Continue reading Odisha CM Mohan Majhi Launches ‘Ama Shasana’ Feedback Platform ।। ରାଜ୍ୟରେ ଶୁଭାରମ୍ଭ ହେଲା ‘ଆମ ଶାସନ’, ଅଧିକାରୀଙ୍କ ବିଷୟରେ ମତ ଦେବେ ଜନତା