Odisha CM launches India’s first FinTech hub ।। ଓଡ଼ିଶାରେ ଭାରତନେତ୍ରର ଶୁଭାରମ୍ଭ, ୫ ବର୍ଷରେ ତାଲିମ ନେବେ ୭ ହଜାର ପିଲା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓଡ଼ିଶାରେ ଭାରତନେତ୍ର ପଦକ୍ଷେପ ଅନ୍ତର୍ଗତ ଦେଶର ପ୍ରଥମ ସମନ୍ୱିତ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ଟେକ୍ନୋଲୋଜି କ୍ଷମତା କେନ୍ଦ୍ର (I-GFTCH) ଉନ୍ମୋଚନ କରିଛନ୍ତି। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ I-GFTCH ରାଜ୍ୟର ଫିନଟେକ୍ ପାଇଁ ଏକ ବିଶ୍ୱସ୍ତରୀୟ ହବ୍ ଭାବରେ ଉଭା ହେବାର ଦୃଷ୍ଟିକୋଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। “ଏହି ପଦକ୍ଷେପ ଦ୍ରୁତ ଗତିରେ ବର୍ଦ୍ଧିତ ଡିଜିଟାଲ୍ ଅର୍ଥନୀତିରେ ଦେଶର ବିଶ୍ୱସ୍ତରୀୟ ନେତୃତ୍ୱକୁ ସୁଦୃଢ଼ ​​କରିବାରେ ମଧ୍ୟ ସାହାଯ୍ୟ … Continue reading Odisha CM launches India’s first FinTech hub ।। ଓଡ଼ିଶାରେ ଭାରତନେତ୍ରର ଶୁଭାରମ୍ଭ, ୫ ବର୍ଷରେ ତାଲିମ ନେବେ ୭ ହଜାର ପିଲା