ସମ୍ବଲପୁରରେ ପ୍ରଥମ ଦରବାର: ଜନତାଙ୍କ ଗୁହାରୀ ଶୁଣିଲେ ମୋହନ
Odisha CM: ଏହି କାର୍ଯ୍ୟକ୍ରମ ଯେପରି ବିନା ବାଧାବିଘ୍ନରେ ସମ୍ପନ୍ନ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା, ହେଲ୍ପ ଡେସ୍କ ସ୍ଥାପନ କରାଯାଇଥିଲା ଏବଂ ଜନସାଧାରଣଙ୍କୁ ମାର୍ଗଦର୍ଶନ କରିବା ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିଲା। ବିକେନ୍ଦ୍ରୀକୃତ ଶାସନ ଦିଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସମ୍ବଲପୁରରେ ଜନଅଭିଯୋଗ ଶୁଣାଣି କରିଛନ୍ତି। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ରାଜଧାନୀ … Continue reading ସମ୍ବଲପୁରରେ ପ୍ରଥମ ଦରବାର: ଜନତାଙ୍କ ଗୁହାରୀ ଶୁଣିଲେ ମୋହନ
Copy and paste this URL into your WordPress site to embed
Copy and paste this code into your site to embed