ପୁରୀର ସୁରଜମଲ ସାହା ମହାବିଦ୍ୟାଳୟର ବିକାଶ ପାଇଁ ୧ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀର ସୁରଜମଲ ସାହା ମହାବିଦ୍ୟାଳୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। କଲେଜର ୪୫ତମ ବାର୍ଷିକ ଦିବସ ସମାରୋହରେ ଉଦ୍ ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଲେଜ ଭିତ୍ତିଭୂମିର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କା ପ୍ରଦାନ କରିବେ। ଜ୍ଞାନକୁ ପ୍ରକୃତ ଶକ୍ତି ବୋଲି ବର୍ଣ୍ଣନା କରି ଶ୍ରୀ ମାଝୀ କହିଥିଲେ ଯେ ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ଜ୍ଞାନ … Continue reading ପୁରୀର ସୁରଜମଲ ସାହା ମହାବିଦ୍ୟାଳୟର ବିକାଶ ପାଇଁ ୧ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ