ପ୍ରତି ଓଡ଼ିଆଙ୍କ ପ୍ରଥମ ପସନ୍ଦ ଛେନାପୋଡ଼ : ଜାଣନ୍ତୁ ଏହାର ଉତ୍ପତ୍ତି ଓ ମହତ୍ତ୍ୱ

Chhenapoda : ଛେନାପୋଡ, ଏହା କେବଳ ଏକ ମିଠା ନୁହେ । ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଇମୋସନ । ପିଲାଠାରୁ ବୁଢା ସମସ୍ତେ ବେଶ ପସନ୍ଦ କରନ୍ତି ଛେନାପୋଡ। ଛେନାପୋଡ ଏକ ଏପରି ମିଠା ଯାହାକୁ ଯେତେ ପୋଡିଲେ ତାର ସ୍ୱାଦ ସେତେ ବଢିଥାଏ । ଆଜି ସାରା ଓଡ଼ିଶାରେ ବିଶ୍ୱ ଛେନାପୋଡ ଦିବସ ପାଳନ କରାଯାଉଛି । ଏହି ଅବସରରେ ନୟାଗଡ଼ର ପ୍ରସିଦ୍ଧ ମିଠାର ରଚୟିତା ସୁଦର୍ଶନ ସାହୁଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି … Continue reading ପ୍ରତି ଓଡ଼ିଆଙ୍କ ପ୍ରଥମ ପସନ୍ଦ ଛେନାପୋଡ଼ : ଜାଣନ୍ତୁ ଏହାର ଉତ୍ପତ୍ତି ଓ ମହତ୍ତ୍ୱ