ଭିସୁଟ୍ ବୁର୍ଲା ପାଇଁ ୯୩୦କୋଟି ଟଙ୍କାର କ୍ୟାବିନେଟ୍ ଅନୁମୋଦନ || Odisha Cabinet approves Rs 930 Cr high-tech evolution for VSSUT Burla

କାର୍ଯ୍ୟକଳାପ ଶିକ୍ଷାକୁ ଆଧୁନିକୀକରଣ କରିବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ ନେଇ ମିଳିଛି ସ୍ୱୀକୃତି । ବୁର୍ଲାରେ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (VSSUT) ପାଇଁ ଏକ ବିଶାଳ ପୁନଃବିକାଶ ପ୍ରକଳ୍ପକୁ ସ୍ୱୀକୃତି ଦେଇଛି ଓଡିଶା କ୍ୟାବିନେଟ୍ । ସୂତ୍ର ଅନୁଯାୟୀ, ମହତ୍ୱାକାଂକ୍ଷୀ ପର୍ଯ୍ୟାୟ-1, ପ୍ୟାକେଜ୍-1 ପଦକ୍ଷେପରେ GST ଏବଂ ଆନୁଷଙ୍ଗିକ ଚାର୍ଜ ବ୍ୟତୀତ ମୋଟ ୯୨୯.୯୬କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ କରାଯାଇଛି । ଯାହା ରାଜ୍ୟର ସର୍ବପୁରାତନ ଇଞ୍ଜିନିୟରିଂ ପ୍ରତିଷ୍ଠାନରେ ଏକ ଗୁରୁତ୍ୱପୂର୍ଣ୍ଣ ନିବେଶ … Continue reading ଭିସୁଟ୍ ବୁର୍ଲା ପାଇଁ ୯୩୦କୋଟି ଟଙ୍କାର କ୍ୟାବିନେଟ୍ ଅନୁମୋଦନ || Odisha Cabinet approves Rs 930 Cr high-tech evolution for VSSUT Burla