Odisha Cabinet approved Bifurcation Of Mayurbhanj Police District ।। ରାଇରଙ୍ଗପୁରରେ ହେବ ନୂଆ ପୋଲିସ ଜିଲ୍ଲା, ସୃଷ୍ଟି ହେବ ୪,୧୯୫ ପଦବୀ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ବସିଥିବା ଓଡ଼ିଶା କ୍ୟାବିନେଟ୍ ବୈଠକରେ ୧୧ଟି ବିଭାଗର ୧୩ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ଯେଉଁଥିରେ ରାଇରଙ୍ଗପୁରରେ ଏକ ନୂତନ ପୋଲିସ ଜିଲ୍ଲା ଗଠନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପୂର୍ବ ମୟୂରଭଞ୍ଜ ପୋଲିସ ଜିଲ୍ଲାକୁ ବିଭାଜିତ କରି ଏହି ନୂଆ ପୋଲିସ ଜିଲ୍ଲା ଗଠନ ହେବ । ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଉଭୟ ପୋଲିସ ଜିଲ୍ଲାରେ ପ୍ରଭାବି ପୋଲିସ ବ୍ୟବସ୍ଥା ଏବଂ ଦକ୍ଷ ସାର୍ବଜନୀନ ସେବା … Continue reading Odisha Cabinet approved Bifurcation Of Mayurbhanj Police District ।। ରାଇରଙ୍ଗପୁରରେ ହେବ ନୂଆ ପୋଲିସ ଜିଲ୍ଲା, ସୃଷ୍ଟି ହେବ ୪,୧୯୫ ପଦବୀ