Odisha Budget 2026-27: ୩.୧୦ ଲକ୍ଷ କୋଟିର ବଜେଟ ୨୦୨୬-୨୭: ବୃଦ୍ଧିର ରାସ୍ତା କି ନୂଆ ରଣନୀତି?

ପ୍ରଶାସନିକ ବ୍ୟୟରୁ ଆରମ୍ଭ କରି ଶ୍ରୀଜଗନ୍ନାଥ ସଂଗ୍ରହାଳୟ ପର୍ଯ୍ୟନ୍ତ—ରାଜ୍ୟ ସରକାରଙ୍କ ଆର୍ଥିକ ଭିଜନର ବିଶ୍ଲେଷଣ ଓଡ଼ିଶା ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପିତ ହେଲା। ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଏହି ବଜେଟ ରଖିଥିବାରୁ ଏହାର ରାଜନୈତିକ ଓ ପ୍ରଶାସନିକ ଗୁରୁତ୍ୱ ଅଧିକ। ଗତବର୍ଷ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ତୁଳନାରେ ଏହିବାର ୬.୯ ପ୍ରତିଶତ ବୃଦ୍ଧି … Continue reading Odisha Budget 2026-27: ୩.୧୦ ଲକ୍ଷ କୋଟିର ବଜେଟ ୨୦୨୬-୨୭: ବୃଦ୍ଧିର ରାସ୍ତା କି ନୂଆ ରଣନୀତି?