ରାଜ୍ୟ ବଜେଟ୍ ୨୦୨୫-୨୬, ୧୦ ପ୍ରମୁଖ ବିନ୍ଦୁ
୧. ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ବିଧାନସଭାରେ ଦ୍ୱିତୀୟଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ତାଙ୍କର ପ୍ରଥମ ପୂର୍ଣ୍ଣକାଳୀନ ବଜେଟ୍। ଏଥିରେ ମୋହନ ସରକାରଙ୍କ ଲକ୍ଷ୍ୟ, ଯୋଜନା ଏବଂ ଭବିଷ୍ୟତ ସ୍ଥିର ହେବ। ୨. ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ରାଜ୍ୟର ସମୁଦାୟ ବଜେଟ୍ ପରିମାଣ ରହିଛି ୨ଲକ୍ଷ ୯୦ ହଜାର କୋଟି। ୨୦୨୪-୨୫ ଆର୍ଥିକ ବର୍ଷରେ ସମୁଦାୟ ବଜେଟ୍ ପରିମାଣ ୨ଲକ୍ଷ ୬୫ ହଜାର କୋଟି ଟଙ୍କା ଥିଲା। ଅର୍ଥାତ୍ ସମୁଦାୟ ୨୫ ହଜାର … Continue reading ରାଜ୍ୟ ବଜେଟ୍ ୨୦୨୫-୨୬, ୧୦ ପ୍ରମୁଖ ବିନ୍ଦୁ
Copy and paste this URL into your WordPress site to embed
Copy and paste this code into your site to embed