Odisha BJP team to be formed after party National President election ।। ଏବେ ନୁହେଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପରେ ଗଠନ ହେବ ମନମୋହନଙ୍କ ନୂଆ ଟିମ୍

ନୂଆ ଦଳ ଗଠନ ନେଇ ବଡ଼ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଜାତୀୟ ସଭାପତିଙ୍କ ନିର୍ବାଚନ ପରେ ହିଁ ଓଡ଼ିଶା ବିଜେପିର ନୂଆ ଦଳ ଗଠନ ଘୋଷଣା କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ସାମଲ ସ୍ପଷ୍ଟ କରିଛନ୍ତି ଯେ ସାଂଗଠନିକ ପ୍ରକ୍ରିୟା ଦଳର ସାମ୍ବିଧାନିକ ଢାଞ୍ଚା ସହିତ ସମନ୍ୱିତ ଏବଂ ଜାତୀୟ ନେତୃତ୍ୱ ଚୂଡ଼ାନ୍ତ ନହେବା ପର୍ଯ୍ୟନ୍ତ ରାଜ୍ୟ ଟିମ୍ ବିଷୟରେ … Continue reading Odisha BJP team to be formed after party National President election ।। ଏବେ ନୁହେଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପରେ ଗଠନ ହେବ ମନମୋହନଙ୍କ ନୂଆ ଟିମ୍