ନିଲମ୍ବନ ପରେ ବଦଳିଲା ସନାତନ ଓ ଅରବିନ୍ଦଙ୍କ ଆସନ ।। Odisha Assembly
ବିଜେଡିରୁ ନିଲମ୍ବିତ ହେବା ପରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ବିଧାନସଭାରେ ନୂଆ ଆସନରେ ବସିଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ବିଧାନସଭାର ବଜେଟ ଅଧିବେଶନରେ ଏହି ଦୁଇଜଣ ନିଜ ଆସନରେ ବସି ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଛନ୍ତି। ପୂର୍ବରୁ ଅରବିନ୍ଦ ମହାପାତ୍ର G19 ଆସନରେ ବସୁଥିଲେ, ଏବେ F19 ଆସନ ମିଳିଛି। ସେହିପରି, ସନାତନ ମହାକୁଡ଼ F14 ଆସନରୁ F21 ଆସନକୁ ପରିବର୍ତ୍ତିତ ହୋଇଛନ୍ତି। ଏହି ପରିବର୍ତ୍ତନରେ ସନାତନଙ୍କ … Continue reading ନିଲମ୍ବନ ପରେ ବଦଳିଲା ସନାତନ ଓ ଅରବିନ୍ଦଙ୍କ ଆସନ ।। Odisha Assembly
Copy and paste this URL into your WordPress site to embed
Copy and paste this code into your site to embed