ଓଡ଼ିଶା ପାଇଁ ହିମାଚଳ ହେବ କି ଉଦାହରଣ ? Odisha Assembly Speaker declare MLAs disqualified !

୨୦୨୪ ମସିହାରେ ହିମାଚଳ ପ୍ରଦେଶ ବିଧାନସଭାରେ ଘଟିଥିବା ଏକ ରାଜନୈତିକ ଘଟଣାକ୍ରମ ଏବେ ଓଡ଼ିଶା ସନ୍ଦର୍ଭରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ୧୬ ମାର୍ଚ୍ଚ ୨୦୨୬ ରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ ପରେ ଓଡ଼ିଶାରେ ସୃଷ୍ଟି ହୋଇଥିବା ପରିସ୍ଥିତି, ସମ୍ବିଧାନର ଦଶମ ଅନୁସୂଚୀ (ଦଳ ପରିବର୍ତ୍ତନ ବିରୋଧୀ ଆଇନ) ର ପ୍ରୟୋଗ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କ’ଣ ଓଡ଼ିଶା ବିଧାନସଭା ବାଚସ୍ପତି, ହିମାଚଳ ପ୍ରଦେଶ ବାଚସ୍ପତି କୁଲଦୀପ ସିଂହ ପଠାନିଆଙ୍କ କାର୍ଯ୍ୟାନୁଷ୍ଠାନକୁ ଆଧାର କରି … Continue reading ଓଡ଼ିଶା ପାଇଁ ହିମାଚଳ ହେବ କି ଉଦାହରଣ ? Odisha Assembly Speaker declare MLAs disqualified !