ମିଶନଶକ୍ତକୁ ନେଇ ବିଧାନସଭା ଅଚଳ, ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ବିଜେଡି ବିଧାୟକ
Mission Shakti: ମିଶନଶକ୍ତି ପ୍ରସଙ୍ଗକୁ କେନ୍ଦ୍ରକରି ଆଜି ବିଧାନସଭାରେ ଗୃହ ଚାଲିପାରି ନାହିଁ। ପ୍ରଶ୍ନୋତ୍ତର କାଳକୁ ବି ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଗୃହ ଆରମ୍ଭ ହେବା କ୍ଷଣି ବାଚସ୍ପତି ଗୃହକୁ ଅପରାହ୍ଣ ୩ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି। ଗୃହ ଆରମ୍ଭରୁ ବିରୋଧୀ ବିଜେଡି ବିଧାୟକମାନେ ମିଶନ ଶକ୍ତି ପ୍ରସଙ୍ଗକୁ ନେଇ ଗୃହର ମଧ୍ୟଭାଗକୁ ଆସିଥିଲେ। ଏହି ଅନୁଷ୍ଠାନକୁ ଗୈରୀକରଣ କରାଯାଉଛି ବୋଲି ଅଭିଯୋଗ କରିଥିଲେ। ନୂଆ ନିର୍ବାହୀ କମିଟି ଗଠନକୁ … Continue reading ମିଶନଶକ୍ତକୁ ନେଇ ବିଧାନସଭା ଅଚଳ, ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ବିଜେଡି ବିଧାୟକ
Copy and paste this URL into your WordPress site to embed
Copy and paste this code into your site to embed