ଲଜିଷ୍ଟିକ୍ସ ଉତ୍କର୍ଷତା ସହ ଲିଡ୍ସ ୨୦୨୪ରେ ଶ୍ରେଷ୍ଠ ‘ଆଚିଭର୍ସ’ ତାଲିକାରେ ଓଡ଼ିଶା

ଲଜିଷ୍ଟିକ ପ୍ରଦର୍ଶନରେ ଉଲ୍ଲେଖନୀୟ ପ୍ରଭାବ ପକାଇ ‘ଆସ୍ପାୟାର’ ବର୍ଗରୁ ଆଗକୁ ବଢ଼ି ଲିଡ୍ସ ୨୦୨୪ରେ ଓଡ଼ିଶା ‘ଆଚିଭର୍ସ’ର ମାନ୍ୟତା ହାସଲ କରିଛି। କେନ୍ଦ୍ର ପକ୍ଷରୁ ପ୍ରକାଶିତ ରାଜ୍ୟ ତାଲିକାରେ ଉପକୂଳବର୍ତ୍ତୀ ୩ଟି ରାଜ୍ୟ ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଓଡ଼ିଶାଠାରୁ ଆଗରେ ରହିଛନ୍ତି। ଲଜିଷ୍ଟିକ୍ ଇଜ୍ ଅଫ୍ ଓ୍ଵାର୍ଡ୍ ଷ୍ଟେଟ୍ସ (ଲିଡ୍ସ) ହେଉଛି କେନ୍ଦ୍ରର ଏକ ନିଆରା ପଦକ୍ଷେପ, ଯେଉଁଥିରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଲଜିଷ୍ଟିକ୍ ଇକୋସିଷ୍ଟମର କାର୍ଯ୍ୟଦକ୍ଷତା ଆକଳନ ଉପରେ ଧ୍ୟାନ ଦିଆଯାଇଛି। ନୂଆଦିଲ୍ଲୀରେ … Continue reading ଲଜିଷ୍ଟିକ୍ସ ଉତ୍କର୍ଷତା ସହ ଲିଡ୍ସ ୨୦୨୪ରେ ଶ୍ରେଷ୍ଠ ‘ଆଚିଭର୍ସ’ ତାଲିକାରେ ଓଡ଼ିଶା