Odisha affected due to increase in vegitables prices ।। ପନିପରିବା ଦର ବୃଦ୍ଧି ଯୋଗୁଁ ଓଡ଼ିଶା ପ୍ରଭାବିତ

ପନିପରିବା ଦର ହଠାତ୍ ବୃଦ୍ଧି ପାଇବା ଫଳରେ ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ ଗ୍ରାହକମାନେ ଚିନ୍ତିତ ହୋଇପଡ଼ିଛନ୍ତି, ପରିବାର ବଜେଟ୍ ପ୍ରଭାବିତ ହୋଇଛି। ତଥାପି ବଜାର ସୂତ୍ର ଅନୁସାରେ ଗତ ଦୁଇ ଦିନ ଧରି ଦର ସାମାନ୍ୟ ହ୍ରାସ ପାଇଛି। ସୂତ୍ର ଅନୁଯାୟୀ ରାଜଧାନୀ ସହରର ୟୁନିଟ୍-୧ ବଜାରରେ ପନିପରିବା ଦର ଅଧିକ ରହିଛି। ବର୍ତ୍ତମାନ ବିଲାତି କିଲୋ ପିଛା ୪୦ ରୁ ୬୦ ଟଙ୍କା ରାଇଜ୍ କଖାରୁ ୫୦ ଟଙ୍କା ଟମାଟୋ ୪୦ ଟଙ୍କା, ପୋଇତା … Continue reading Odisha affected due to increase in vegitables prices ।। ପନିପରିବା ଦର ବୃଦ୍ଧି ଯୋଗୁଁ ଓଡ଼ିଶା ପ୍ରଭାବିତ