୪ ବର୍ଷ ପରେ ଗହୀରମଥାକୁ ଫେରିଲେ ୧୦ ଟ୍ୟାଗ ଥିବା ଅଲିଭ୍ ରିଡ଼ଲେ

Olive Ridley : ଜେଡଏସଆଇର ପଶ୍ଚିମ ଆଞ୍ଚଳିକ କେନ୍ଦ୍ର ପୁଣେର ବରିଷ୍ଠ ବୈଜ୍ଞାନିକ ବାସୁଦେବ ତ୍ରିପାଠୀ କହିଛନ୍ତି ଯେ ଗହୀରମଥାରେ ଟ୍ୟାଗ୍ ହୋଇଥିବା ୧୦ଟି ଅଲିଭ୍ ରିଡଲେଙ୍କୁ ଦେଖିଲେ ପ୍ରମାଣିତ ହୁଏ ଯେ ମାଈ କଇଁଛମାନେ ପ୍ରାୟତଃ ସେହି ବେଳାଭୂମିକୁ ଅଣ୍ଡା ଦେବା ପାଇଁ ଆସନ୍ତି । ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାରେ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ଗତ ୬ ଦିନ ହେଲା ନାସୀ-୨ ଏବଂ ୩୧ ବର୍ଷ ପରେ … Continue reading ୪ ବର୍ଷ ପରେ ଗହୀରମଥାକୁ ଫେରିଲେ ୧୦ ଟ୍ୟାଗ ଥିବା ଅଲିଭ୍ ରିଡ଼ଲେ