Odia poetes participates in UNESCO-organized ‘World Congress of Poets’ ।। ୟୁନେସ୍କୋ ଆୟୋଜିତ ‘ଓ୍ୱାର୍ଲ୍‌ଡ କଂଗ୍ରେସ ଅଫ୍ ପୋଏଟ୍‌ସ୍’ରେ ଯୋଗଦେଲେ ଓଡ଼ିଆ କବୟିତ୍ରୀ

ୟୁନେସ୍କୋର ସଂସ୍ଥା ‘ୱାର୍ଲ୍‌ଡ ଏକାଡେମୀ ଅଫ୍ ଆର୍ଟସ୍ ଆଣ୍ଡ୍ କଲଚର’ ଦ୍ୱାରା ଆମେରିକାର ମେକ୍ସିକୋ ସହରରେ ଆୟୋଜିତ ଏକ ମର୍ଯ୍ୟାଦାଜନକ ପାଞ୍ଚଦିନିଆ ବିଶ୍ୱ କବି ସମ୍ମିଳନୀରେ ଯୋଗଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ବିଶିଷ୍ଟ ଓଡ଼ିଆ କବୟିତ୍ରୀ ସୁଶ୍ରୀ ସଂଗୀତା ମିଶ୍ର । ସେହି ସମ୍ମିଳନୀରେ ସ୍ଥାନ ପାଇଥିବା ‘ମହାନ କବିମାନଙ୍କ କବିତା ପଛର ଦର୍ଶନ’ ବିଷୟକ ଏକ ଆଲୋଚନା ଅଧିବେଶନରେ ନିଜର ବକ୍ତବ୍ୟ ରଖିବା ପାଇଁ ଭାରତର ଏକମାତ୍ର କବୟିତ୍ରୀ ଭାବରେ ସେ ଆମନ୍ତ୍ରିତ ହୋଇଥିଲେ। ଏହି … Continue reading Odia poetes participates in UNESCO-organized ‘World Congress of Poets’ ।। ୟୁନେସ୍କୋ ଆୟୋଜିତ ‘ଓ୍ୱାର୍ଲ୍‌ଡ କଂଗ୍ରେସ ଅଫ୍ ପୋଏଟ୍‌ସ୍’ରେ ଯୋଗଦେଲେ ଓଡ଼ିଆ କବୟିତ୍ରୀ