Odia medical student gang-raped in West Bengal ।। ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀକୁ ଗଣଧର୍ଷଣ
ପଶ୍ଚିମବଙ୍ଗରେ ଡାକ୍ତରୀ ଛାତ୍ରୀ ଗଣଧର୍ଷଣ ଏବେ ପରମ୍ପରାରେ ପରିଣତ ହୋଇଛି। ଅତୀତ ଘଟଣାରୁ ପଶ୍ଚିମବଙ୍ଗର ମମତା ସରକାର କିଛି ଶିଖୁନଥିବାରୁ ରାଜ୍ୟରେ ଡାକ୍ତରୀ ଛାତ୍ରୀମାନଙ୍କ ଉପରେ ଗଣଧର୍ଷଣ ମାମଲା ବନ୍ଦ ହେବାର ନାଁ ଧରୁନାହିଁ। ଏଥର ଓଡ଼ିଶାର ଜଣେ ଡାକ୍ତରୀ ଛାତ୍ରୀ ଗଣଧର୍ଷଣର ଶିକାର ହୋଇଛନ୍ତି। ଗତ ଶୁକ୍ରବାର ରାତିରେ ପଶ୍ଚିମବଙ୍ଗର ଦୁର୍ଗାପୁରରେ କଲେଜ କ୍ୟାମ୍ପସ ବାହାରେ ଅଜଣା ବ୍ୟକ୍ତିମାନେ ଓଡ଼ିଶାର ଜଣେ ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଓଡ଼ିଶାର ଜଳେଶ୍ୱରର … Continue reading Odia medical student gang-raped in West Bengal ।। ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀକୁ ଗଣଧର୍ଷଣ
Copy and paste this URL into your WordPress site to embed
Copy and paste this code into your site to embed