ଓଡ଼ିଆ ସାଆନ୍ତେ

          ମନୋଜ କୁମାର ମହାପାତ୍ର ରାତ୍ରି ପ୍ରାୟ ବାରଟା ହେବ। କ୍ଷୀପ୍ର ଗତିରେ ଲିଫ୍ଟ ତିରିଶ ମହଲାରୁ ଗ୍ରାଉଣ୍ଡ ଫ୍ଲୋର ଅଭିମୁଖେ ଆସୁଥିଲା। କ୍ଵାଣ୍ଟମ ଫିଜିକ୍ସର ସୁନାମଧନ୍ୟ ବୈଜ୍ଞାନିକ ମାର୍ଶାଲ ଇମର୍ଶନଙ୍କର ମୁହଁ ବିମର୍ଶ, ଚୁପ୍‍ଚାପ୍‍ ଠିଆ ହେଇଥିଲେ ଲିଫ୍ଟ ଭିତରେ। ହଠାତ୍‍ ଲିଫ୍ଟ କାନ୍ଥରେ ମରାଯାଇଥିବା ଛୋଟ ଗୋଲାକାର ଛବିଟି ଉପରେ ନଜର ପଡ଼ିବାରୁ ସେ ତାକୁ ନିଠେଇ ଚାହିଁଲେ। ଭିତରଟା ଧଳାରଙ୍ଗ ଓ ତାହା ଭିତରେ ଛୋଟ ଗୋଲେଇ … Continue reading ଓଡ଼ିଆ ସାଆନ୍ତେ