Odia educationist honored at London’s House of Lords ।। ଲଣ୍ଡନର ସଂସଦ ହାଉସ ଅଫ ଲର୍ଡସ୍ ରେ ଓଡ଼ିଆ ଶିକ୍ଷାବିତ୍ ସମ୍ମାନିତ

ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଲଣ୍ଡନ ସଂସଦ ଗୃହ ହାଉସ ଅଫ ଲର୍ଡସଠାରେ ଆୟୋଜିତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ କେନ୍ଦୁଝରର ଶିକ୍ଷାବିତ୍ ମଳୟ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି। କେନ୍ଦୁଝର ଜିଲ୍ଲାର ବିଦ୍ୟା ଭବନ ଓ ମନୋରମା ବିଦ୍ୟା ଭବନ ସ୍କୁଲର ପ୍ରତିଷ୍ଠାତା ତଥା ଗୋନାଶିକା ରିସର୍ଚ୍ଚ ଫାଉଣ୍ଡେସର ନିର୍ଦେଶକ ମଳୟ ମହାପାତ୍ର ଏହି ଆନ୍ତର୍ଜାତିକ ଆଲୋଚନା ଚକ୍ରରେ ଶ୍ରେଣୀଗୃହ ବ୍ୟତୀତ ବାହ୍ୟ ପରିବେଶକୁ ନେଇ ଜ୍ଞାନ ଅହୋରଣ ବିଷୟରେ ଆଲୋକପାତ କରିଥିଲେ। ଭାରତର … Continue reading Odia educationist honored at London’s House of Lords ।। ଲଣ୍ଡନର ସଂସଦ ହାଉସ ଅଫ ଲର୍ଡସ୍ ରେ ଓଡ଼ିଆ ଶିକ୍ଷାବିତ୍ ସମ୍ମାନିତ