ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ରାଜ୍ୟ ପ୍ରସ୍ତୁତ ହେଉଥିବାବେଳେ ଇଟାଲୀ ପର୍ଯ୍ୟଟକଙ୍କ ହୃଦୟ ଜିତିଲା ଓଡ଼ିଆ ସଂସ୍କୃତି

Daringibadi: ଇଟାଲୀର ପର୍ଯ୍ୟଟକ କ୍ୟାଥରିନ ଓ ଟୋନି ଓଡ଼ିଶାର ଦାରିଙ୍ଗବାଡ଼ି ବୁଲି ଏହାର ସଂସ୍କୃତି ଓ ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଛନ୍ତି। ସେମାନେ କନ୍ଧ ପରମ୍ପରା ସହ ଜଡ଼ିତ ହୋଇ ପଟାଙ୍ଗୀ ଗାଁ ବୁଲିଥିଲେ। ଦୁଇଜଣ ଇଟାଲୀ ପର୍ଯ୍ୟଟକ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ଗାଁକୁ ଭାରତ ଭ୍ରମଣ ସମୟରେ ଆସି ଆନନ୍ଦଦାୟକ ପରିବେଶରେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ ସ୍ଥାନୀୟ ଓଡ଼ିଆ ସଂସ୍କୃତି ଓ ଐତିହ୍ୟକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ‘କନ୍ଧ’ ଆଦିବାସୀ … Continue reading ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ରାଜ୍ୟ ପ୍ରସ୍ତୁତ ହେଉଥିବାବେଳେ ଇଟାଲୀ ପର୍ଯ୍ୟଟକଙ୍କ ହୃଦୟ ଜିତିଲା ଓଡ଼ିଆ ସଂସ୍କୃତି