ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ସିଦ୍ଧାନ୍ତ: ୧୧ଦିନ ପରେ ଯୁଦ୍ଧଗ୍ରସ୍ତ ବାହାରିନରୁ ଫେରିଲେ ଓଡ଼ିଆ ପୁଅ | Odia boy returns from war-torn country

୧୧ଦିନ ଧରି ବାହାରିନରେ ଆତଙ୍କିତ ଅବସ୍ଥାରେ ଥିବା ଓଡ଼ିଆ ପୁଅ ସିଦ୍ଧାନ୍ତ ମିଶ୍ର ବୁଧବାର ଫେରିଛନ୍ତି ଭାରତ। ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ତାଙ୍କ କମ୍ପଙ୍କନୀ କେପିଏମଜିର ବରିଷ୍ଠ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତ ୨୮ତାରିଖରେ ଇସ୍ରାଏଲ-ଆମେରିକାକୁ ଜବାବ ଦେବା ପାଇଁ ଇରାନ ଆକ୍ରମଣ କରିଥିଲା ବାହାରିନର ଜୁଫେୟାର ଅଞ୍ଚଳରେ ଥିବା ଆମେରିକାର ଏୟାର ବେସ୍‌ରେ। ଏହି ବେସ୍‌ଠାରୁ ଗୋଟେ … Continue reading ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ସିଦ୍ଧାନ୍ତ: ୧୧ଦିନ ପରେ ଯୁଦ୍ଧଗ୍ରସ୍ତ ବାହାରିନରୁ ଫେରିଲେ ଓଡ଼ିଆ ପୁଅ | Odia boy returns from war-torn country